କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ବଢ଼ୁଛି ସହାୟତାର ହାତ

କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ବଢ଼ୁଛି ସହାୟତାର ହାତ

#କରୋନା_ବିରୁଦ୍ଧରେ_ଲଢ଼େଇ_ପାଇଁ_ବଢ଼ୁଛି_ସହାୟତାର_ହାତ           ଯାଜପୁର : (ବିଶ୍ୱଜିତ ରଣା )      ବିଶ୍ୱରେ କରୋନା ମହାମହାରୀର ରୂପନେଇ ଲକ୍ଷାଧିକ ଲୋକଙ୍କର ଜୀବନ ନେଲାଣି । ଆମ ଦେଶରେ ମଧ୍ୟ କରୋନାର ଆତଙ୍କ କିଛି କମ୍ ନୁହେଁ । ଏହି କରୋନା ସହ ଲଢ଼େଇ ପାଇଁ ମଧ୍ୟ ବିପୁଳ ଅର୍ଥ ବ୍ୟୟ ହେଉଛି । ସରକାର ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ବରିଷ୍ଠ ନାଗରିକ ଅନୁଷ୍ଠାନ, ସଂସ୍ଥା, ବ୍ୟକ୍ତିବିଶେଷ , ବ୍ୟବସାୟୀ, ଯୁବକ ଓ ଛୋଟଛୋଟ ପିଲାମାନେ ସହଯୋଗର ହାତ ସଂପ୍ରସାରଣ […]

Continue Reading