କରୋନା ପାଇଁ ବିଏମସିର କଟକଣା,ସକାଳ ୬ଟାରୁ ସଂଧ୍ୟା ୬ ଯାଏ ଖୋଲା ରହିବ ହାଟ

କରୋନା ପାଇଁ ବିଏମସିର କଟକଣା,ସକାଳ ୬ଟାରୁ ସଂଧ୍ୟା ୬ ଯାଏ ଖୋଲା ରହିବ ହାଟ

#କରୋନା_ପାଇଁ_ବିଏମସି_ପକ୍ଷରୁ_କଟକଣା      ଭୁବନେଶ୍ୱର : କରୋନା ସଂକ୍ରମଣ ଭୟ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ରାଜଧାନୀର ବିଭିନ୍ନ ହାଟର ସମୟ ଉପରେ କଟକଣା ଲଗାଯାଇଛି । ବିଏମସି ଅଧିନରେ ଆସୁଥିବା ପ୍ରମୁଖ ହାଟ ଗୁଡ଼ିକ ଏଣିକି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ । ସଂଧ୍ୟା ସମୟରେ ବିଭିନ୍ନ ହାଟରେ ଭିଡ ଅଧିକ ହେଉଥିବାରୁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି । ଆଗାମୀ ମାର୍ଚ୍ଚ ୩୧ ଯାଏ ଏହି କଟକଣା […]

Continue Reading