୭୦ କରୋନା ସଂକ୍ରମିତ ରୋଗୀରେ ଭର୍ତ୍ତି କୋଠା ଭୁଶୁଡିଲା

୭୦ କରୋନା ସଂକ୍ରମିତ ରୋଗୀରେ ଭର୍ତ୍ତି କୋଠା ଭୁଶୁଡିଲା

#କରୋନା_ସଂକ୍ରମିତ_ରୋଗୀରେ_ଭର୍ତ୍ତି_କୋଠା_ଭୁଶୁଡିଲା    ନୂଆଦିଲ୍ଲୀ : ଚୀନର ଫୁଜିଆନା ପ୍ରାନ୍ତରେ ଶନିବାର ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଚୀନ ସରକାରୀ ଗଣମାଧ୍ୟମ ଅନୁଯାୟୀ କୁଆନଜୋ ସହରରେ ସ୍ଥିତ ସିନଜିଆ ହୋଟେଲ୍ ଶନିବାର ଭୁଶୁଡି ପଡିଛି। ଏହି ଘଟଣାରେ ଭଗ୍ନାବଶେଷ ତଳେ ୭୦ ଲୋକ ଦବି ରହିଥିବା କୁହାଯାଉଛି। ସୂଚନା ଅନୁଯାୟୀ ୮୦ କଠୋରୀ ବିଶିଷ୍ଟ ଏହି  ହୋଟେଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଥିଲା। ଘଟଣା ପରେ ବଡ ଧରଣର ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଛି। ରେସକ୍ୟୁରେ ୨୩ ଜଣଙ୍କୁ […]

Continue Reading