ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ିବା ପଛରେ କମଲନାଥ ଓ ଦିଗବିଜୟଙ୍କ ଷଡଯନ୍ତ୍ର ନୁହେଁତ ?

ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ିବା ପଛରେ କମଲନାଥ ଓ ଦିଗବିଜୟଙ୍କ ଷଡଯନ୍ତ୍ର ନାହିଁତ ?

#କମଲନାଥ_ଓ_ଦିଗବିଜୟଙ୍କ_ଷଡଯନ୍ତ୍ର_ନାହିଁତ      ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ହେବିଓ୍ୱେଟ ତଥା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତମ ବ୍ୟକ୍ତି କୁହାଯାଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ କଂଗ୍ରେସ ନେତା ସିନ୍ଧିଆଙ୍କୁ ‘ଗଦ୍ଦାର’ ବୋଲି କହିଛି। ଯାହାଙ୍କୁ କଂଗ୍ରେସର ନେତା ‘ମହାରାଜା’ ବୋଲି ଦଳରେ ଥିବା ବେଳେ ସମ୍ୱୋଧନ କରୁଥିଲେ। କଂଗ୍ରେସ ରାଜନୀତିରେ ନିଜର ପତିଆରା ରଖିଥିବା ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ କିଛି ପ୍ରଶ୍ନ ଉଠିଛି। ଏହା ରାଜ୍ୟ କଂଗ୍ରେସର ଦୁଇ […]

Continue Reading