ଗୁଜରାଟରେ ଫସି ରହିଥିବା ଓଡିଆ ଶ୍ରମିକ ମାନଙ୍କୁ ଫେରାଇ ଆଣିବେ ରାଜ୍ୟ ସରକାର

ଗୁଜରାଟରେ ଫସି ରହିଥିବା ଓଡିଆ ଶ୍ରମିକ ମାନଙ୍କୁ ଫେରାଇ ଆଣିବେ ରାଜ୍ୟ ସରକାର

#ଓଡିଆ_ଶ୍ରମିକ_ମାନଙ୍କୁ_ଫେରାଇ_ଆଣିବେ_ରାଜ୍ୟ_ସରକାର         ଭୁବନେଶ୍ୱର  :  ଗୁଜରାଟରେ ଫସି ରହିଥିବା ଓଡିଆ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ଫେରାଇ ଆଣିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଏହି ନିଷ୍ପତି ନିଆ ଯାଇଥିବା ସଂପର୍କରେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ । ଏଥି ପାଇଁ ଉଭୟ […]

Continue Reading