ଏପ୍ରିଲ ୧୪ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ କଲା ଶ୍ରୀମନ୍ଦିର ପ୍ରଶାସନ

ଏପ୍ରିଲ ୧୪ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ କଲା ଶ୍ରୀମନ୍ଦିର ପ୍ରଶାସନ

#ଏପ୍ରିଲ_୧୪_ପର୍ଯ୍ୟନ୍ତ_ଶ୍ରୀଜଗନ୍ନାଥଙ୍କ_ଦର୍ଶନ_ବନ୍ଦ        ପୁରୀ :ଶ୍ରୀମନ୍ଦିରରେ   ଶ୍ରୀଜଗନ୍ନାଥଙ୍କ ଦର୍ଶନ  କଟକଣାକୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ ନାହିଁ । କରୋନା’ ଭୟାବହତା କୁ ଆଖି ଆଗରେ ରଖି ମହାପ୍ରଭୁଙ୍କ ଦର୍ଶନ କଟକଣାକୁ ଆହୁରି ୧୫ ଦିନ ବଢ଼ାଇ ଦିଆଯାଇଛି ବୋଲି  ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ଏହା ସହିତ ଜିଲ୍ଲା ପ୍ରଶାସନର ପୂର୍ବ ଆଦେଶ ବଳବତ୍ତର ରହିଥିବା ବେଳେ […]

Continue Reading