ବାଚସ୍ପତିଙ୍କ ନିର୍ଦ୍ଦେଶ: ଏଣିକି ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ଅଧିକାରୀ

#ଏଣିକି_ଗୃହକାର୍ଯ୍ୟ_ବେଳେ_ଉପସ୍ଥିତ_ରହିବେ_ଅଧିକାରୀ  ଭୁବନେଶ୍ୱର: ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ସରକାରୀ ଅଧିକାରୀ । ଆଜି ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେ କହିଛନ୍ତି, ଏଣିକି ଅଧିକାରୀମାନେ ତାଙ୍କ ବିଭାଗର ଆଲୋଚନା ବେଳେ ବିଧାନସଭାରେ ଉପସ୍ଥିତ ରହିବେ । ସମ୍ପୃକ୍ତ ଅଧିକାରୀମାନେ ସେମାନଙ୍କ ଗ୍ୟାଲେରିରେ ବସିବେ  ଆଉ ଆବଶ୍ୟକ ପଡିଲେ ଅଫିସରଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବେ ମୁଖ୍ୟ ସଚିବ । ଆଜି ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ […]

Continue Reading