ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମି ସ୍ଵଚ୍ଛତା କାର୍ଯ୍ୟକ୍ରମ

#ଋଷିକୂଲ୍ୟା_ମୁହାଁଣ_ସମୁଦ୍ର_ବେଳାଭୂମି_ସ୍ଵଚ୍ଛତା_କାର୍ଯ୍ୟକ୍ରମ  ରମ୍ଭା: ବିରଳ ପ୍ରଜାତିର ସାମୁଦ୍ରିକ କଇଁଚ ଅଲିଭ ରିଡ଼ଲେ ଙ୍କ ଅନ୍ତୁଡ଼ିଶାଳ ଭାବେ ବିଶ୍ୱ ମାନଚିତ୍ର ରେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ କିଛିଦିନ ମଧ୍ୟରେଅଲିଭ ରିଡ଼ଲେ ଙ୍କ ଗଣ ଅଣ୍ଡାଦାନ ପର୍ବ ଅନୁଷ୍ଠିତ ହେବ।ଯାହାକୁ ନେଇ  ରବିବାର ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ-କଲ୍ୟାଣ ସମିତି ଓଡିଶା ,ଗାୟତ୍ରୀ ଶକ୍ତିପୀଠ ରମ୍ଭା ଓ ନେହେରୁ ଯୁବକେନ୍ଦ୍ର ର ଦିଗଦର୍ଶନ ୟୁଥ କ୍ଳବ ଗଞ୍ଜାମ ପକ୍ଷରୁ ଗଞ୍ଜାମ ବ୍ଲକ ର ପାଳିବନ୍ଧ […]

Continue Reading