ଆଜିଠୁ ମାସ୍କ ବ୍ୟବହାର ବାଧ୍ୟତାମୂଳକ

ଆଜିଠୁ ମାସ୍କ ବ୍ୟବହାର ବାଧ୍ୟତାମୂଳକ

#ଆଜିଠୁ_ମାସ୍କ_ବ୍ୟବହାର_ବାଧ୍ୟତାମୂଳକ        ଭୁବନେଶ୍ୱର     :   ଆସନ୍ତାକାଲି (ଗୁରୁବାର) ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ୯ ତାରିଖ ସକାଳ ୭ଟାରୁ ଘର ବାହାରକୁ ବାହାରିଲେ ମାସ୍କ ବ୍ୟବହାରକୁ କଡାକଡି କରାଯିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜନସାଧାରଣ ଚାହିଁଲେ ବଜାରରେ ମିଳୁଥିବା ମାସ୍କ ବଦଳରେ ଘର ତିଆରି ମାସ୍କ ବ୍ୟବହାର କରିପାରିବେ । ଏହାକୁ ଲୁଣ ପକା ଗରମ ପାଣିରେ କିଛି ସମୟ […]

Continue Reading