ଅସହାୟ ଙ୍କୁ ଖାଦ୍ୟ ପରସିଲା କୋଦଳା ଏନଏସି

ଅସହାୟ ଙ୍କୁ ଖାଦ୍ୟ ପରସିଲା କୋଦଳା ଏନଏସି

#ଅସହାୟଙ୍କୁ_ଖାଦ୍ୟ_ପରସିଲା_କୋଦଳା_ଏନଏସି                କୋଦଳା  :      ମହାମାରୀ କରୋନା ପାଇଁ ଲକଡାଉନ ଥିବାବେଳେ ବହୁ ଅସହାୟ ବ୍ୟକ୍ତି ଭିକାରି ଓ ନିଃସହାୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ପିଇବା ନାହିଁ ।ଏହାକୁ ନେଇ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ତତ୍ଵାବଧାନ ରେ କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର କୁମାର ବେହେରା ଙ୍କ ଉପସ୍ଥିତି ରେ କୋଦଳା ଖଲାଡିସାହି ମାଁ ଭଗବତୀ ସ୍ୱୟଂ […]

Continue Reading