ଯାଜପୁର ଜିଲ୍ଲା କଂଗ୍ରେସ ତରଫରୁ ଅମିତ ଶାହଙ୍କ ଇସ୍ତଫା ଦାବି ଓ କୁଶପୁତ୍ତଳିକା ଦାହ

ଯାଜପୁର ଜିଲ୍ଲା କଂଗ୍ରେସ ତରଫରୁ ଅମିତ ଶାହଙ୍କ ଇସ୍ତଫା ଦାବି ଓ କୁଶପୁତ୍ତଳିକା ଦାହ

#ଅମିତ_ଶାହଙ୍କ_ଇସ୍ତଫା_ଦାବି_ଓ_କୁଶପୁତ୍ତଳିକା_ଦାହ     ଯାଜପୁର : (ବିଶ୍ବଜିତ ରଣା) ଯାଜପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭାରତବର୍ଷରେ ଦଙ୍ଗା ସୃଷ୍ଟିକାରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଜିଲ୍ଲା କଂଗ୍ରେସର ସଭାପତି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଗାନ୍ଧୀଛକଠାରେ ଅମିତ ଶାହଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ବିଜେପି ସରକାରଙ୍କ ନାଗରିକତା ସଂଶୋଧନ ଆଇନ ଦେଶରେ ବିଭାଜନ ଓ ଦଙ୍ଗା ସୃଷ୍ଟିକାରୀ ଆଇନ ଭାବରେ ସମଗ୍ର ଦେଶରେ ହିଂସା ଓ ଅରାଜକତାର ବାତାବରଣ ସୃଷ୍ଟି କରିଛି । ଏହି ଅଗଣତାନ୍ତ୍ରିକ […]

Continue Reading