ଭାରତରେ ପ୍ରଥମ କରୋନା ମୃତ୍ୟୁ, ସାଉଦୀ ଆରବରୁ ଫେରିଥିଲେ

କରୋନା ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କ ସଚେତନତା କାର୍ଯ୍ୟକ୍ରମ

#ଅବସରପ୍ରାପ୍ତ_କର୍ମଚାରୀଙ୍କ_କରୋନା_ସଚେତନତା_କାର୍ଯ୍ୟକ୍ରମ  ଯାଜପୁର :(ବିଶ୍ବଜିତ ରଣା) କରୋନାକୁ ଭୟ ନକରିବା ପାଇଁ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୪ତାରିଖ ପୁର୍ବାହ୍ନରେ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ଗୋଲକ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ଉପଦେଷ୍ଠା ବନବିହାରୀ ମହାପାତ୍ର, ସମ୍ପାଦକ ଅକ୍ଷୟ କୁମାର ବିଶ୍ୱାଳ, ଗଦାଧର ରାଉତ, ପ୍ରବୋଧ ନାୟକ, ନୃସିଂହ ଚରଣ ମହାନ୍ତି, ନାରାୟଣ ଧଳ, ସନ୍ତୋଷ ସ୍ୱର୍ଣ୍ଣକାର, ମଧୁସୁଦନ ମହାନ୍ତି, ବୃନ୍ଦାବନ ମିଶ୍ର, ଅକ୍ଷୟ ମିଶ୍ର, […]

Continue Reading