ଓଡିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ଖୋଲିଲା ହେଲପ୍ ଲାଇନ୍ ନମ୍ବର

ଅନ୍ୟ ରାଜ୍ୟରୁ ଅସିଥିବା ୫୫୪୭ ଶ୍ରମଜୀବୀଙ୍କୁ ୩୬ଟି ଶିବିରରେ ରଖାଯାଇଛି

#ଅନ୍ୟ_ରାଜ୍ୟରୁ_ଅସିଥିବା_୫୫୪୭_ଶ୍ରମଜୀବୀଙ୍କୁ_୩୬ଟି_ଶିବିରରେ_ରଖାଯାଇଛି          ଭୁବନେଶ୍ୱର  :    କରୋନା ସଂକ୍ରମଣ ଆଶଙ୍କାରେ ଶୁକ୍ରବାର ଦିନ ସୁଦ୍ଧା ୨୫୬ ଟି ନମୂନା ଯାଂଚ ପାଇଁ ପଠାଯାଇଛି । ସେଥିମଧ୍ୟରୁ ୧୮୯ ଟି ରିପୋର୍ଟ ମିଳିଛି । ବର୍ତମାନ ସୁଦ୍ଧା ୩ ଟି ରିପୋର୍ଟ ପଜିଟିଭ୍ ରହିଛି । ପୂର୍ବରୁ ପଜିଟିଭ୍ ଚିହ୍ନଟ ୨ ଜଣଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ରହିଛି । ଗତକାଲି ଚିହ୍ନଟ ହୋଇଥିବା ତୃତୀୟ ବ୍ୟକ୍ତିଙ୍କ ଚିକିତ୍ସା ଜାରୀ ରହିଛି । ତାଙ୍କୁ ନିରୀକ୍ଷଣରେ ରଖାଯାଇଛି । ତାଙ୍କର ଜ୍ୱର […]

Continue Reading