ଅଗ୍ନିଶମ ବିଭାଗ ପକ୍ଷରୁ ପିପିଲି ପୈାରାଞ୍ଚଳରେ ସାନିଟାଇଜ

ଅଗ୍ନିଶମ ବିଭାଗ ପକ୍ଷରୁ ପିପିଲି ପୈାରାଞ୍ଚଳରେ ସାନିଟାଇଜ

#ଅଗ୍ନିଶମ_ବିଭାଗ_ପକ୍ଷରୁ_ପିପିଲି_ପୈାରାଞ୍ଚଳରେ_ସାନିଟାଇଜ      ପିପିଲି  :  ( ବିଜୟ କୁମାର ମହାପାତ୍ର )  ପିପିଲି ପୈାରାଞ୍ଚଳ ରେ ଗୁରବାର ଅଗ୍ନିଶମ ବିଭାଗ ପକ୍ଷରୁ ପିପିଲି ସହରକୁ ସାନିଟାଇଜ କରାଯାଇଛି । ପୁରୀ ଜିଲ୍ଲା ପିପିଲି ଦାନଗହିର ଅଞ୍ଚଳରୁ ପ୍ରଥମ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ସିଲ କରାଯିବା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଥିଲା । ତେବେ ପିପିଲି ପୈାରାଞ୍ଚଳକୁ ସାନିଟାଇଜ କରିବା ପାଇଁ ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ମହାରଥି ଜିଲ୍ଲାପାଳଙ୍କ […]

Continue Reading