ବାହାଘର ଭୋଜି ଖାଇ ଫେରୁଥିଲା ବେଳେ ଧକ୍କା ଦେଲା ଟ୍ରକ୍‌, ୩ ବାଇକ ଅରୋହୀଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲାର ବୋରିଗୁମ୍ମ୍ମା ଥାନା ଅନ୍ତର୍ଗତ ହାର୍ଡଲି ଛକ ନିକଟରେ ଆଜି ଏକ ଟ୍ରକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକରେ ଥିବା ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକ ତିନି ବ୍ୟକ୍ତି ହେଲେ ଭଜନ ସିଂହ ସାହାଣୀ (୨୬), ପ୍ରୀତମ ସରଦୁଲ (୨୨) ଏବଂ ସମ୍ବାରୁ (୩୬)। ତିନି ଯୁବକ ବାହାଘର ଭୋଜି ଖାଇ ଘରକୁ ଫେରୁଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ମୃତକମାନେ ଛତିଶଗଡ଼ର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ହାର୍ଡଲି […]

Continue Reading

କୋଟିଆରେ ଅଟକିଲା ବିକାଶ , ଅସନ୍ତୋଷ ବଢୁଛି

କୋରାପୁଟ : ( ନିରଜ ଶତପଥୀ ) ଆନ୍ଧ୍ରର ଅନୁପ୍ରବେଶ ପରେ ପୁଣି ଚର୍ଚ୍ଚାକୁ ଆସିଥିଲା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର କୋଟିଆ ଅଞ୍ଚଳ। ଆନ୍ଧ୍ର ସରକାର ଲୋକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପରେ ତତ୍ପରତା ପ୍ରକାଶ କରିଥିଲେ ଓଡ଼ିଶା ସରକାର। କୋଟିଆର ବିକାଶ ପାଇଁ ସରକାର ସର୍ବାଧିକ ଗୁରୁତ୍ବ ଦେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରି ପ୍ରଥମ ପର୍ଯ୍ୟାୟରେ ୫୦କୋଟି ଟଙ୍କାର ଅନୁଦାନ ଯୋଗାଇଦେଲେ। କିନ୍ତୁ ‌ବିକାଶର ଗତି ଏଠାରେ […]

Continue Reading