ପ୍ରଧାନ ଶିକ୍ଷକଙ୍କ ମନମାନି ,ବିଦ୍ୟାଳୟ ପରିସର ରେ ଅଭିଭାବକ ମେଳି

ପ୍ରଧାନ ଶିକ୍ଷକଙ୍କ ମନମାନି ,ବିଦ୍ୟାଳୟ ପରିସର ରେ ଅଭିଭାବକ   ମେଳି

#ପ୍ରଧାନ_ଶିକ୍ଷକଙ୍କ_ମନମାନି             କୋଦଳା :   ବିଶ୍ୱ ମହାମାରୀ କରୋନା ଭାଇରସ କୁ ନେଇ ଦେଶବାସୀ ଭୟ ରେ ଥରହର । ଏହାକୁ ନେଇ ସାରା ଦେଶ କୁ ପ୍ରଧାନମନ୍ତ୍ରୀ ତାଲ।ବନ୍ଦ ଭଳି ଗୁରୁତ୍ଵ ପୂର୍ଣ ନିଷ୍ପତି ନେଇ ଜନସାଧାରଣଙ୍କୁ ଘରୁ ନ ବାହାରିବା ପାଇଁ ପ୍ରତ୍ୟେକ ପରିବାର କୁ ଶପଥ ପାଠ କରାଇଛନ୍ତି । ଅଙ୍ଗନବାଡି ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କ ଖାଦ୍ୟ ବାବଦ କୁ ଶୁଖିଲା ଖାଦ୍ୟ ବା ଟୋକେନ ଦେବାକୁ ବ୍ୟବସ୍ଥା କରିଛନ୍ତି […]

Continue Reading
ପୁଲିସ ପାଉନି ଠୋସ୍ ପ୍ରମାଣ, ଖସିଯାଇ ପାରନ୍ତି ଅନୁପ ସାଏ !

ପୁଲିସ ପାଉନି ଠୋସ୍ ପ୍ରମାଣ, ଖସିଯାଇ ପାରନ୍ତି ଅନୁପ ସାଏ !

#ପୁଲିସ_ପାଉନି_ଠୋସ୍_ପ୍ରମାଣ   ଝାରସୁଗୁଡ଼ା:  ଖସିଯିବେ କି ପ୍ରଭାବଶାଳୀ ଅଭିଯୁକ୍ତ ଅନୁପ ସାଏ ? କଳ୍ପନା ଦାସ ଓ ବବଲି ହତ୍ୟା ମାମଲାରେ ଜେଲରେ ରହିଥିବା ପୂର୍ବତନ ବିଧାୟକ ଖସିଯିବେ କି ? ଏବେ ଏହି ପ୍ରଶ୍ନକୁ ନେଇ ଛତିଶଗଡର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ରାଜଧାନୀ ରାୟପୁରରୁ ପ୍ରକାଶିତ  ‘ନବଭାରତ’ରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ରାୟଗଡ଼ ପୁଲିସ ପାଇଁ ଏତେଟା […]

Continue Reading

ଅନୁପଙ୍କୁ ଧରିବା ପୂର୍ବରୁ ୬ ରାଜ୍ୟରେ ବୁଲିଥିଲା ପୁଲିସ୍‌

#ଅନୁପଙ୍କୁ_ଧରିବା_ପୂର୍ବରୁ_୬_ରାଜ୍ୟରେ_ବୁଲିଥିଲା_ପୁଲିସ୍‌  ଝାରସୁଗୁଡ଼ା : ଅପରାଧୀ ଯେତେ ଚାଲାକ ହେଉନା କାହିଁକି, କେଉଁଠି ନା କେଉଁଠି ଛାଡ଼ିଦେଇଥାଏ ତା’ ଅପରାଧର ସୁରାକ। ଝାରସୁଗୁଡ଼ାର ପ୍ରଭାବଶାଳୀ ନେତା ଅନୁପ ସାଏଙ୍କ କ୍ଷେତ୍ରରେ ମଧ୍ୟ ଠିକ ସେଇଆ ଘଟିଛି। ତେବେ ଡବଲ ମର୍ଡରର ପର୍ଦ୍ଦାଫାସ୍ କରିବା ପାଇଁ ପୁଲିସକୁ ଘୁରିବାକୁ ପଡ଼ିଥିଲା ୬ଟି ରାଜ୍ୟ। ୭୦୦ ଲୋକଙ୍କୁ କରିବାକୁ ପଡ଼ିଥିଲା ପଚରାଉଚରା। ଆଉ ସେହି ରହସ୍ୟଜନକ ହତ୍ୟାକାଣ୍ଡର ଖୁଲାସା କରିବାକୁ ଲାଗିଥିଲା ପ୍ରାୟ ୪ ବର୍ଷ। ତେବେ ଖଳନାୟକ ଅନୁପ ସାଏଙ୍କ […]

Continue Reading

ଅବୈଧ ସଂପର୍କ ରଖିଥିଲେ ଅନୁପ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ

 #ଅବୈଧ_ସଂପର୍କ_ରଖିଥିଲେ_ଅନୁପ_ଜାମିନ_ନାମଞ୍ଜୁର_ପରେ_ଜେଲ_ଗଲେ  ଝାରସୁଗୁଡ଼ା: ଛତିଶଗଡ଼ର ରାୟଗଡ଼ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମାଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଛନ୍ତି। ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ପୁଲିସ ବ୍ରଜରାଜନଗର ପୂର୍ବ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଆଜି ରାୟଗଡ଼ ଜେଏମଏଫସି ଦିଗ ବିଜୟ ସିଂଙ୍କ କୋର୍ଟରେ ହାଜର କରିଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନକୁ କୋର୍ଟ ନାକଚ କରିଥିଲେ। କୋର୍ଟ ମାମଲାର […]

Continue Reading

ଆମ ପର୍ଯ୍ୟଟନ ସ୍ଥଳୀ : ଝାରସୁଗୁଡାର ବିକ୍ରମଖୋଲରେ ରହିଛି ପ୍ରାଚୀନ ସଭ୍ୟତାର ସ୍ମାରକୀ

ରାଜ୍ୟର ପର୍ଯ୍ୟଟନ ଇତିହାସରେ ଏକ ପରିଚିତ ନାମ ‘ବିକ୍ରମଖୋଲ’। ଏଠାରୁ ଆବିଷ୍କୃତ ଶିଳାଲିପି ଐତିହାସିକ, ଗବେଷକଙ୍କୁ ଆକର୍ଷିତ କରୁଥିବା ବେଳେ ବିକ୍ରମ ପାହାଡ଼ ଓ ଗୁମ୍ଫାର ପ୍ରାକୃତିକ ମନୋରମ ଦୃଶ୍ୟ ପର୍ଯ୍ୟଟନ କେନ୍ଦ୍ରର ବିଶେଷତ୍ୱକୁ ବୃଦ୍ଧି କରୁଛି। ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହରଠାରୁ ମାତ୍ର ୧୨ କିଲୋମିଟର ଦୂରେ ଅବସ୍ଥିତ ବିକ୍ରମ ପାହାଡ଼। ପାହାଡ଼ର ଏକ ଗୁମ୍ଫାରେ ଖୋଦିତ ପ୍ରାଚୀନ ଶିଳାଲିପି ସର୍ବପ୍ରଥମେ ୧୯୨୪ ମସିହାରେ ଆବିଷ୍କୃତ ହୋଇଥିଲା। ପରେ ୧୯୭୨ମସିହାରେ ପ୍ରଖ୍ୟାତ ଭାରତୀୟ ଲିପିତତ୍ତ୍ୱବିତ୍‌ ଗବେଷକ […]

Continue Reading