ବରଗଡ଼ରେ ହେବ କ୍ୟାନ୍‌ସର ହସ୍ପିଟାଲ

ବରଗଡ଼: ବରଗଡ଼ ଜିଲ୍ଲାବସୀଙ୍କ ପାଇଁ ଖୁସି ଖବର। ବରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ୟାନ୍‌ସର ହସ୍ପିଟାଲ। ଦିନିକିଆ ବରଗଡ଼ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏଠାରେ କ୍ୟାନସର ହସ୍ପିଟାଲ୍‌ ପ୍ରତିଷ୍ଠା ହେଲେ ବହୁ ଗରିବ ରୋଗୀ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା  ଲୋକାର୍ପିତ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡ଼ା ବରଗଡ଼ରେ […]

Continue Reading

ବରଗଡ଼ ଧନୁଯାତ୍ରା ଉଦ୍‌ଯାପିତ: ଭଣଜା ହାତରେ ମଲା ମାମୁଁ କଂସ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଗତ ଡିସେମ୍ବର ୩୧ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୧ ଦିନ ପରେ ଆଜି ଶେଷ ହୋଇଛି। ଯାତ୍ରାର ଅନ୍ତିମ ଦିନରେ ମଥୁରା ନଗରୀର ପ୍ରବଳ ପ୍ରତାପି ମହାରାଜ କଂସ ନିଜ ଭଣଜା କୃଷ୍ଣଙ୍କ ହାତରେ ମରିଛନ୍ତି। ପୌରାଣିକ କାହାଣୀକୁ ଆଧାର କରି ବହୁ ବର୍ଷରୁ ଆରମ୍ଭ କରାଯାଇଥିବା ଯାତ୍ରା ସମୟରେ କଂସ ମହାରାଜ ବରଗଡ଼ରେ ରାଜୁତି କରିଥିଲେ। ଆଜି ଯାତ୍ରା ସରିବା ପରେ କଂସ […]

Continue Reading

ମହାରାଜ କଂସ ଦରବାରରେ ରାଜ ଅତିଥି

ବରଗଡ : ଜମୁଛି ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା । ମହାରାଜ କଂସଙ୍କ ଆଦେଶରେ ରାଜଦରବାର ରେ ପହଞ୍ଚିଛନ୍ତି ରାଜ ଅତିଥି । ପଞ୍ଚମ ସଂନ୍ଧ୍ୟାରେ ରାଜଦରବାରେ ପହଞ୍ଚିଥିଲେ ସମ୍ବଲପୁର ରେଲଓ୍ୱେ ଡିଭିଜନର ଡି.ଆରଏମ  ପ୍ରଦୀପ କୁମାର,ଦୌଡରାଣୀ ଦୁତୀ ଚାନ୍ଦ ଓ ବିରୋଧୀ ଦଳର ନେତା ପ୍ରଦୀପ ନାୟକ । ମଥୁରା ନଗରୀରୁ ଭୁବନେଶ୍ବର ଓ ଦିଲ୍ଳୀପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ବ୍ୟବସ୍ଥା କରିବା ପାଇଁ ମହାରାଜ ଡି.ଆର.ଏମଙ୍କୁ ନିର୍ଦେଶ ଦେଇଥିଲେ । ସେହି ପରି ମଥୁରା ନଗରୀ […]

Continue Reading

ଆରମ୍ଭ ହେଲା ବରଗଡ଼ରେ କଂସରାଜ

ବରଗଡ଼: ବରଗଡ଼ରେ ଆରମ୍ଭ ହେଲା କଂସରାଜ | ଆଜି ସନ୍ଧ୍ୟାରେ ବହୁ ପ୍ରତୀକ୍ଷିତ ୭୧ ତମ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଯାଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହାକୁ ଉଦଘାଟନ କରିଥିବାବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ଏଠାରେ ସୂଚନା ଥାଉ କି ଆଜିଠାରୁ ବରଗଡ଼ ମଥୁରା ନଗରୀ ପାଲଟି […]

Continue Reading