ସୁଜିତ୍ ସବୁଠୁ ଧନୀ, ମମତାଙ୍କ ମାତ୍ର ୫୬ହଜାର ଟଙ୍କା

ସୁଜିତ୍ ସବୁଠୁ ଧନୀ, ମମତାଙ୍କ ମାତ୍ର ୫୬ହଜାର ଟଙ୍କା

#ସୁଜିତ୍_ସବୁଠୁ_ଧନୀ,_ମମତାଙ୍କ_ମାତ୍ର_୫୬ହଜାର_ଟଙ୍କା           ଭୁବନେଶ୍ୱର : ଚଳିତ ରାଜ୍ୟସଭା ନିର୍ବାଚନରେ ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେଡିର ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଛି। ତେବେ ୧୬ତାରିଖରେ ଯାଞ୍ଚ ଓ ୧୮ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅନ୍ୟ କୌଣସି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିବାର ସମ୍ଭାବନା କ୍ଷୀଣ ଥିବାରୁ ବିଜେଡିର ୪ଜଣ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ […]

Continue Reading