ପରୀକ୍ଷା କେନ୍ଦ୍ରକୁ ଶିକ୍ଷକଙ୍କୁ ମୋବାଇଲ ଫୋନ୍ ମନା, ଗରିଫ ହେବେ

#ପରୀକ୍ଷା_କେନ୍ଦ୍ରକୁ_ଶିକ୍ଷକଙ୍କୁ_ମୋବାଇଲ_ଫୋନ୍_ମନା,_ଗରିଫ_ହେବେ  ଭୁବନେଶ୍ୱର : ପ୍ରଶ୍ନପତ୍ର ଲିକ୍ ଭଳି ଅଭାବନୀୟ ଘଟଣା ଯେଭଳି ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ନହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ପରୀକ୍ଷା କେନ୍ଦ୍ର, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରକୁ ଶିକ୍ଷକମାନେ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। ଯଦି କୌଣସି ଶିକ୍ଷକ ମୋବାଇଲ ଫୋନ୍ ନେଇ ଯାଇଥିବାର ଦେଖିବାକୁ ମିଳିବ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ନିର୍ଦ୍ଦେଶ ଦେଇଛନ୍ତି। […]

Continue Reading