ଦ୍ୱିତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୪୩ ଜଣ ଚିହ୍ନଟ

୭ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ

#୭_ଜଣରୁ_ଅଧିକ_ଲୋକ_ଏକାଠି_ହୋଇପାରିବେ-ନାହିଁ      ଭୁବନେଶ୍ୱର  : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାତର ଶୁକ୍ରବାର ପୁଣି ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ନିର୍ଦ୍ଦେଶନାମା ମୁତାବକ ଘର ବ୍ୟତୀତ କୌଣସି ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବେନାହିଁ । ସେହିପରି ଅଧିକ ଲୋକ ଏକାଠି ହେଉଥିବା କଫି ସପ୍ , ରେଷ୍ଟୁରାଂଟ, ବାର ବନ୍ଦ ରହିବ । ଏହି ସବୁ ଖାଦ୍ୟସାମଗ୍ରୀ ବିକ୍ରୟସ୍ଥଳୀ ଅନ୍ୟାଦେଶ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଶୁକ୍ରବାର ଦିନ ଏସମ୍ପର୍କରେ ସାଧାରଣ ପ୍ରଶାସନ […]

Continue Reading