ଲକ ଡାଉନ କୁ ବେଖାତିର, ୩ ଦୋକାନ ସିଲ କଲା ପୈାରସଂସ୍ଥା
#୩_ଦୋକାନ_ସିଲ_କଲା_ପୈାରସଂସ୍ଥା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଲକ ଡାଉନ ଯୋଗୁଁ କେତେକ ଦୋକାନ ବନ୍ଦ ରହୁଥିବାର ପ୍ରଶାସନ ତରଫରୁ ଜଣାଇ ଦିଆଯାଇଛି । କିନ୍ତୁ ଏହାକୁ ବେଖାତିର କରି ଦୋକାନୀ ଲୁଚାଛପାରେ ଖୋଲି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଜିଲ୍ଲା ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ନିର୍ଦ୍ଦେଶରେ ଲାଇସେନ୍ସ ଇନ୍ସିପେକ୍ଟର ମହିପାଳ ଠାରେ ଥିବା ଏକ ମାର୍କେଟ କମ୍ପଲେକ୍ସ ରେ ଖୋଲା ଯାଇଥିବା ଏକ ଟିଭି ଦୋକାନ କୁ […]
Continue Reading