୩୨୨ ବୋତଲ ଚୋରା ମଦ ଜବତ, ବେପାରୀ ଗିରଫ

୩୨୨ ବୋତଲ ଚୋରା ମଦ ଜବତ, ବେପାରୀ ଗିରଫ

#୩୨୨_ବୋତଲ_ଚୋରା_ମଦ_ଜବତ,_ବେପାରୀ_ଗିରଫ          କେନ୍ଦ୍ରାପଡା   :  କରୋନା ପାଇଁ ସମଗ୍ର ଜିଲ୍ଲାରେ ମଦ ଦୋକାନକୁ ପ୍ରଶାସନ ବନ୍ଦ କରିଥିବା ବେଳେ କେତେକ ମଦ ଦୋକାନୀ ଚତୁରତାର ସହ ମଦ କୁ ଲୁଚାଇ ରଖିଛନ୍ତି । ଦୋକାନ ବନ୍ଦ ର ସୁଯୋଗ ନେଇ ମଦ ବ୍ୟବସାୟୀ ମାନେ ଦୁଇ ଗୁଣ ରେଟରେ ବିକ୍ରି କରୁଛନ୍ତି । ଅବକାରୀ ବିଭାଗ ଖବର ପାଇ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଚୋରା ବ୍ୟବସାୟୀଙ୍କୁ ଗିରଫ କରିବା ସହ ମଦ ଜବତ କରିଛି […]

Continue Reading