୩୦୦ କୋଟି ଡଲାରର ଚୁକ୍ତି ସ୍ୱାକ୍ଷରିତ କଲେ ଭାରତ-ଆମେରିକା

୩୦୦ କୋଟି ଡଲାରର ଚୁକ୍ତି ସ୍ୱାକ୍ଷରିତ କଲେ ଭାରତ-ଆମେରିକା

#୩୦୦_କୋଟି_ଡଲାରର_ଚୁକ୍ତି_ସ୍ୱାକ୍ଷରିତ_କଲେ_ଭାରତ_ଆମେରିକା   ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହାଇଦ୍ରାବାଦ ହାଉସରେ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ଏଥିରେ ଆତଙ୍କବାଦ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଓ ବାଣିଜ୍ୟିକ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହି ସମୟରେ ଉଭୟ ଦେଶ ପରସ୍ପର ସହ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି କରିଛନ୍ତି। ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏହି ଡିଲ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। […]

Continue Reading