୩୦୦୦ ଏକର ଫସଲ ଖାଇଲା ପୋକ, ଜିଲ୍ାପାଳ ଙ୍କୁ ଭେଟିଲଏ ବିପନ୍ନ ଚାଷୀ

୩୦୦୦ ଏକର ଫସଲ ଖାଇଲା ପୋକ, ଜିଲ୍ଲାପାଳ ଙ୍କୁ ଭେଟିଲେ ବିପନ୍ନ ଚାଷୀ

#୩୦୦୦_ଏକର_ଫସଲ_ଖାଇଲା_ପୋକ,_ଜିଲ୍ଲାପାଳ_ଙ୍କୁ_ଭେଟିଲେ_ବିପନ୍ନ_ଚାଷୀ                କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ହାଟସାହି ଏବଂ ଖଣ୍ଡିଆହାଟ ଅଂଚଳର ଚାଷୀମାନେ ଶନିବାର ଜିଲ୍ଲାପାଳଙ୍କୁ ଭେଟି ଫସଲ ନଷ୍ଟ ସଂପର୍କରେ ଅବଗତ କରାଇଛନ୍ତି । ଏହି ଅଂଚଳରେ ହୋଇଥିବା ପ୍ରାୟ ୩୦୦୦ ଏକର ଡାଳୁଅ ଧାନ ଫସଲ ପୋକ ଲାଗି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଚାଷୀ ମାନେ ଅଭିଯୋଗ କରିଥିଲେ । ଅଜଣା ପୋକଙ୍କ ଯୋଗୁଁ ଏ ଅଂଚଳର ଚାଷୀ ମାନଙ୍କ ଧାନ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଥିବା ଓ […]

Continue Reading