୨୪ ଘଣ୍ଟାରେ କୋଟିଏ ଜୋରିମାନା

୨୪ ଘଣ୍ଟାରେ କୋଟିଏ ଜୋରିମାନା

#୨୪_ଘଣ୍ଟାରେ_କୋଟିଏ_ଜୋରିମାନା  ଭୁବନେଶ୍ୱର : ଗତକାଲିଠୁ ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଜୋରଦାର ଧରପଗଡ଼ ଆରମ୍ଭ ହୋଇଛି। ୨୪ ଘଣ୍ଟା ଭିତରେ ଟ୍ରାଫିକ ନିୟମ ଧରପଗଡ଼ରୁ ୧ କୋଟି ୬ ଲକ୍ଷ ଟଙ୍କା ଆଦାୟ ହୋଇଛି। ୩ ହଜାର ୮୭୦ ଲୋକଙ୍କଠାରୁ ଏହି ଫାଇନ ଆଦାୟ ହୋଇଛି। ଏହାବ୍ୟତୀତ ମଦ ପିଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ ପୁଲିସ୍‌ ସିଧାସଳଖ ମାମଲା ରୁଜୁ କରିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମଲାଭ ବେହେରା ଆଜି ସୂଚନା ଦେଇଛନ୍ତି। […]

Continue Reading