ମୁଖ୍ୟମନ୍ତ୍ରୀ ଘୋଷଣା କଲେ୨୩ ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟିର ପ୍ୟାକେଜ୍

ମୁଖ୍ୟମନ୍ତ୍ରୀ ଘୋଷଣା କଲେ୨୩ ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟିର ପ୍ୟାକେଜ୍

#୨୩_ଧର୍ମୀୟ_ଅନୁଷ୍ଠାନ_ପାଇଁ_୨୩_କୋଟିର_ପ୍ୟାକେଜ୍  ଭୁବନେଶ୍ୱର: ରାଜ୍ୟର ୨୩ଟି ଧର୍ମୀୟ ଅନୁଷ୍ଠାନ ପାଇଁ  ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ଅନୁଷ୍ଠାନ ପାଇଁ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ଏହାମଧ୍ୟରେ ବରଗଡ଼ର ଶ୍ରୀ ନୃସିଂହନାଥ ମନ୍ଦିର, ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର, ବଲାଙ୍ଗିରର ହରିଶଙ୍କର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଢେଙ୍କାନାଳର କପିଳାସ ପୀଠ, ଜଗତସିଂହପୁରର ମା’ ଶାରଳା ପୀଠ, ଯାଜପୁରର ମା’ ବିରଜା […]

Continue Reading