ଅବକାରୀ ବିଭାଗର ଚଢ଼ାଉ, ୨୨କେଜି ଗଞ୍ଜେଇ ଜବତ, ୨ଗିରଫ
#୨୨_କେଜି_ଗଞ୍ଜେଇ_ଜବତ ଯାଜପୁର : (ବିଶ୍ବଜିତ ରଣା) ଯାଜପୁର ଜିଲ୍ଲା କୁଆଖିଆରୁ ବସ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେବାକୁ ଥିବା ବେଳେ ଅବକାରି ବିଭାଗ ଚଢ଼ାଉ କରି ୨୨ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଗିରପଂ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ଅନୀଲ ପାତ୍ର ଏବଂ ଟୁକେଇ ପାତ୍ର । ଅବକାରୀ ବିଭାଗ ପକ୍ଷରୁ […]
Continue Reading