‘୧୫ ଦିନ ଭିତରେ ନ୍ୟାୟ ନପାଇଲେ ମା’ଙ୍କ ପରି ମୁଁ ବି ଆତ୍ମାହୂତି ଦେବି’

#୧୫_ଦିନ_ଭିତରେ_ନ୍ୟାୟ_ନପାଇଲେ_ମା’ଙ୍କ_ପରି_ମୁଁ_ବି_ଆତ୍ମାହୂତି_ଦେବି  ବ୍ରହ୍ମପୁର : “ପ୍ରଥମେ ଦୁର୍ବୃତ୍ତମାନେ ମୋତେ ଆକ୍ରମଣ କରିଥିଲେ । ହେଲେ ବୟାନ ରେକର୍ଡ ବାହାନାରେ ଥାନାକୁ ଡାକି ପୁଲିସ୍‌ ମୋତେ ଗିରଫ କରିନେଲା । ମିଥ୍ୟା କେସ୍‌ରେ ଫସାଇଲା। ଏସ୍‌ପିଙ୍କ ସାକ୍ଷାତ ନ ପାଇ ମା’ ଆତ୍ମାହୂତି ଉଦ୍ୟମ କରି ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତେଣୁ ୧୫ ଦିନ ଭିତରେ ନ୍ୟାୟ ନ ପାଇଲେ ମୁଁ ମଧ୍ୟ ଆତ୍ମାହୂତି ଦେବି”। ଏ ପ୍ରକାର  ଚେତାବନୀ ଦେଇଛନ୍ତି ଆତ୍ମାହୂତି ଉଦ୍ୟମ କରି ଗୁରୁତର […]

Continue Reading