୧୦ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ୍‌

#୧୦ _ଡିଗ୍ରୀ_ କଲେଜକୁ _କାରଣ_ ଦର୍ଶାଅ _ନୋଟିସ୍‌  ଭୁବନେଶ୍ୱର : ଗତ ୩ବର୍ଷ ଧରି କ୍ରମାଗତ ଭାବେ ୨୫%ରୁ କମ୍ ନାମଲେଖା ହେଉଥିବା ୧୦ଟି ଡିଗ୍ରୀ କଲେଜକୁ ରାଜ୍ୟ ସରକାର କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହାସହିତ ସମ୍ପୃକ୍ତ କଲେଜଗୁଡ଼ିକର ମାନ୍ୟତାକୁ କାହିଁକି ପ୍ରତ୍ୟାହାର କରାନଯିବ ସେ ନେଇ ଆସନ୍ତା ୨୦ତାରିଖ ସୁଦ୍ଧା ଲିଖିତ ଭାବେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଜୟନ୍ତ ନାରାୟଣ ଷଡ଼ଙ୍ଗୀ ଆଜି ୧୦ଟି ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କୁ […]

Continue Reading