ରାଜ୍ୟ ସରକାରଙ୍କ ରେକର୍ଡ: ଗୋଟିଏ ଦିନରେ ୧,୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି

ରାଜ୍ୟ ସରକାରଙ୍କ ରେକର୍ଡ: ଗୋଟିଏ ଦିନରେ ୧,୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି

#ଗୋଟିଏ_ଦିନରେ_୧,୦୩୮_ଜଣ_ନୂଆ_ଡାକ୍ତରଙ୍କୁ_ନିଯୁକ୍ତି    ଭୁବନେଶ୍ବର: ଗୋଟିଏ ଦିନରେ ୧୦୩୮ ଜଣ ନୂଆ ଡାକ୍ତରଙ୍କୁ ମିଳିଛି  ନିଯୁକ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲ୍‌ ଖୁଣ୍ଟ ପ୍ରତିଷ୍ଠା କଲେ ରାଜ୍ୟ ସରକାର। ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ନବନିଯୁକ୍ତ ଡାକ୍ତରମାନଙ୍କ ନିଯୁକ୍ତି ପ୍ରଶିକ୍ଷଣ (ଇଣ୍ଡକ୍ସନ୍‌ ଟ୍ରେନିଂ)ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଜି ଦିନକୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଐତିହାସିକ ଦିନ ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିଏ ଦିନରେ ୧୦୩୮ଜଣ ଡାକ୍ତରଙ୍କୁ  ନିଯୁକ୍ତି ସ୍ବାସ୍ଥ୍ୟ […]

Continue Reading