ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କାଟଙ୍କା ଫେରିଲା 

ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ଫେରିଲା

#ୟେସ୍_ବ୍ୟାଙ୍କରେ_ଥିବା_ମହାପ୍ରଭୁଙ୍କ_ଟଙ୍କା_ଫେରିଲା      ପୁରୀ : ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ମଧ୍ୟରୁ ୩୮୯ କୋଟି ଟଙ୍କା ଓ ଏହା ବାବଦରେ ସୁଦ୍ଧ ୮ କୋଟି ୨୩ ଲକ୍ଷ ୨୭ହଜାର ୬୩୬ ଟଙ୍କା ଗୁରୁବାର ଦିନ ଏସବିଆଇର ପୁରୀ ମୁଖ୍ୟ ଶାଖାକୁ ଫେରି ଆସିଛି । ୟେସ ବ୍ୟାଙ୍କ ପକ୍ଷରୁ ଗୁରୁବାର ଦିନ ୩୯୭ କୋଟି ( ୩୮୯ କୋଟି ଟଙ୍କା ମୂଳଧନ ଓ ୮ କୋଟି ୨୩ ଲକ୍ଷ ୨୭ହଜାର ୬୩୬ ଟଙ୍କା […]

Continue Reading