ତହସିଲଦାର ଖାଇବେ ବୋଲି ରାସ୍ତାକଡ ହୋଟେଲ ଖୋଲିଲା

ତହସିଲଦାର ଖାଇବେ ବୋଲି ରାସ୍ତାକଡ ହୋଟେଲ ଖୋଲିଲା

#ହୋଟେଲ_ଖୋଲି_ଖାଇଲେ_ତହସିଲଦାର             ପିପିଲି : ( ବିଜୟ କୁମାର ମହାପାତ୍ର ) ପିପିଲି ଦାନଗୋହୀରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୩ ଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି । ଏହାସହ ପିପିଲି ଉପରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଛି । ସାରା ଇଲାକା ଲକ୍ ଡାଉନକୁ ଅଧିକ କଡାକଡି କରାଯାଇଛି, ଦୋକାନ ବଜାର ବନ୍ଦ କରିବା ପାଇଁ ଅପିଲ କରାଯାଉଛି । ପିପିଲିରେ କରୋନା ମୁକାବିଲା ପାଇଁ ସମୁଦ୍ରକୂଳ ଥାନା ଅଧିକାରୀ ଶରତ କୁମାର […]

Continue Reading