ସାମାଜିକ ଦୂରତା ବଜାୟ ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି

ସାମାଜିକ ଦୂରତା ବଜାୟ ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି

 #ସ୍ୱରାଷ୍ଟ୍ର_ମନ୍ତ୍ରଣାଳୟ_ପକ୍ଷରୁ_ମାର୍ଗଦର୍ଶିକା_ଜାରି      ନୂଆଦିଲ୍ଲୀ   :  କୋଭିଡ-୧୯ ଲକଡାଉନକୁ ଆଖି ଆଗରେ ରଖି ୨୧ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ ଲକଡାଉନ କାଳରେ ପ୍ରବାସୀ କୃଷି ଶ୍ରମିକ, ଶିଳ୍ପ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରର ଅନ୍ୟ ଶ୍ରମିକମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ସହିତ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ଗୃହ ସଚିବ ପତ୍ର ଲେଖିଛନ୍ତି । ସେହିପରି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ […]

Continue Reading