ସ୍ବର୍ଗଦ୍ବାରର ଉନ୍ନତୀକରଣ ପାଇଁ ଭୂମିପୂଜା,ଚୂଡ଼ାନ୍ତ ନକ୍ସା ଦେଲା ହାଇଦ୍ରାବାଦ ସ୍ଥପତି ସଂସ୍ଥା

#ସ୍ବର୍ଗଦ୍ବାରର_ଉନ୍ନତୀକରଣ_ପାଇଁ_ଭୂମିପୂଜା   ପୁରୀ : ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଆବଶ୍ୟକ ପରିବର୍ତ୍ତନ ପରେ ସ୍ବର୍ଗଦ୍ବାରର ଉନ୍ନତୀକରଣ ପାଇଁ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ହୋଇଛି। ହାଇଦ୍ରବାଦର ସ୍ଥପତି ସଂସ୍ଥା ଫିନିକ୍ସ ଫାଉଣ୍ଡେସନ୍‌ ଏହି ନକ୍ସା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି। ଏହି କ୍ରମରେ  ସ୍ବର୍ଗଦ୍ବାର ଉନ୍ନତିକରଣ ଭୂମିପୂଜନ କାର୍ଯ୍ୟ ଶେଷ ହୋଇଛି। ପ୍ରଶାସନିକ ଅଧିକାରୀ ଓ ସ୍ଥପତି ସଂସ୍ଥାର ଅଧିକାରୀଙ୍କ ଉପସ୍ଥିତିରେ ମାପଚୁପ କାର୍ଯ୍ୟ ବି ଶେଷ ହୋଇଛି। ୬ ମାସ ଭିତରେ ଦୁଇଟି ପର୍ଯ୍ୟାୟରେ ଉନ୍ନତୀକରଣ କାର୍ଯ୍ୟ […]

Continue Reading