ସୋମବାର ଠାରୁ ଟ୍ରେଡ ଲାଇସେନ୍ସ ନଥିଲେ ଦୋକାନ ଖୋଲିବା ମନା

ସୋମବାର ଠାରୁ ଟ୍ରେଡ ଲାଇସେନ୍ସ ନଥିଲେ ଦୋକାନ ଖୋଲିବା ମନା

#ସୋମବାର_ଠାରୁ_ଟ୍ରେଡ_ଲାଇସେନ୍ସ_ନଥିଲେ_ଦୋକାନ_ଖୋଲିବା_ମନା            କେନ୍ଦ୍ରାପଡା  : କେନ୍ଦ୍ରାପଡା ପୈାରାଂଚଳର ମଧ୍ୟରେ ଯେଉଁ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଟ୍ରେଡ ଲାଇସେନ୍ସ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଦୋକାନ ଖୋଲିବା ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ଟ୍ରେଡ ଲାଇସେନ୍ସ ଥିବା ଦୋକାନ ଗୁଡିକ ସୋମବାର ଠାରୁ ସକାଳ ୬ ରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛି । ଏହି ଦୋକାନ ଗୁଡିକ ମଧ୍ୟରେ ସାର, […]

Continue Reading