ସୋମବାରଠୁ ସ୍କୁଲରେ ନାମଲେଖା ଆରମ୍ଭ

ସୋମବାରଠୁ ସ୍କୁଲରେ ନାମଲେଖା ଆରମ୍ଭ

#ସୋମବାରଠୁ_ସ୍କୁଲରେ_ନାମଲେଖା_ଆରମ୍ଭ               ଭୁବନେଶ୍ୱର  :  ଆସନ୍ତା ସୋମବାରଠାରୁ ପ୍ରଥମରୁ ହାଇସ୍କୁଲ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟମାନଙ୍କରେ ନାମ ଲେଖା ଆରମ୍ଭ ହେବ । ଜୁଲାଇ ୧୫ ତାରିଖ ଯାଏଁ ନାମଲେଖା ପ୍ରକ୍ରିୟା ଜାରି ରହିବ । ସ୍କୁଲରେ ୨୦ ଜଣରୁ କମ ଛାତ୍ର ଥିଲେ ମଧ୍ୟ ସେଠାରେ ନାମ ଲେଖା ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଅପରପକ୍ଷରେ ପୂର୍ବରୁ ୨୦ରୁ କମ ପିଲା ଥିବା ସ୍କୁଲ ବନ୍ଦ […]

Continue Reading