ସେନାରେ ସାମନାକୁ ଆସିଲା କରୋନା ପଜିଟିଭ୍ ର ପ୍ରଥମ ମାମଲା

ସେନାରେ ସାମନାକୁ ଆସିଲା କରୋନା ପଜିଟିଭ୍ ର ପ୍ରଥମ ମାମଲା

#ସେନାରେ_ସାମନାକୁ_ଆସିଲା_କରୋନା_ପଜିଟିଭ୍_ର_ପ୍ରଥମ_ମାମଲା   ନୂଆଦିଲ୍ଲୀ  : ଭାରତୀୟ ସେନାରେ କରୋନା ପଜିଟିଭ୍ ହୋଇଥିବା ପ୍ରଥମ ମାମଲା ସାମନାକୁ ଆସିଛି । ବୁଧବାର ଦିନ ଲଦାଖରେ ଆଉ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରେ କରୋନା ଜୀବାଣୁ ନିଶ୍ଚିତ ହୋଇଛି । ଏହା ସହିତ ଲଦାଖ କେନ୍ଦ୍ର ଶାସିତ ପ୍ରଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଆଠକୁ ବୃଦ୍ଧି ପାଇଛି । ଏହି ଉଭୟ ରୋଗୀ ଲେହର ବାସିନ୍ଦା ଲଦାଖ ସ୍କାଉଟ୍ ସହ ସମ୍ପର୍କିତ ପଦାତିକ ସେନା ରେଜିମେଂଟର ଜଣେ ସୈନିକ କରୋନା […]

Continue Reading