ସୁସ୍ଥ ହେଲେ ୭୫ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୭୫ କରୋନା ଆକ୍ରାନ୍ତ

#ସୁସ୍ଥ_ହେଲେ_୭୫_କରୋନା_ଆକ୍ରାନ୍ତ            ଭୁବନେଶ୍ୱର   :  କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ରାଜ୍ୟର ୧୨ଟି ଜିଲ୍ଲାର ୭୫ ଜଣ କରୋନା ଆକ୍ରାନ୍ତ ଗୁରୁବାର ଦିନ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୮୮୭କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ଗୁରୁବାର ଦିନ ସୁସ୍ଥ ହୋଇଥିବା ୭୫ ଜଣଙ୍କ ମଧ୍ୟରେ ଯାଜପୁରରୁ ୨୫ଜଣ, ଗଞ୍ଜାମରୁ ୧୯ଜଣ, କଟକରୁ […]

Continue Reading