ଦ୍ୱିତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୪୩ ଜଣ ଚିହ୍ନଟ

ସୁସ୍ଥ ହେଉଛନ୍ତି ପ୍ରଥମ କରୋନା ରୋଗୀ , ୪୭ ନମୂନାରୁ ୪୬ ନେଗେଟିଭ୍

#ସୁସ୍ଥ_ହେଉଛନ୍ତି_ପ୍ରଥମ_କରୋନା_ରୋଗୀ   ଭୁବନେଶ୍ୱର :  କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଇଟାଲୀ ଫେରନ୍ତା ରାଜ୍ୟର ଏକମାତ୍ର କରୋନା ଆକ୍ରାନ୍ତ ଯୁବକ ସୁସ୍ଥ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ଉନ୍ନତି ହୋଇଛି। ଗୀତଗୋବିନ୍ଦ ସଦନରେ ଆୟାଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଶ୍ରୀ […]

Continue Reading