ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ ଭାଇର ମୃତ୍ୟୁ 

#ସାନ_ଭାଇର_ମୃତ୍ୟୁ_ଖବର+ଶୁଣି_ବଡ_ଭାଇର_ମୃତ୍ୟୁ  ଡେଲାଙ୍ଗ ( ବିଜୟ କୁମାର ମହାପାତ୍ର) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତର ଓଉପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସାନ ଭାଇର ମୃତ୍ୟୁ ଖବର ଶୁଶି ବଡ ଭାଇର ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ଯେ ଓଉପଡା ଗ୍ରାମର ଅଭିମନ୍ୟୁ ମାର୍ଥା (୮୫) ସକାଳେ ଜଳଖିଆ ଖାଇସାରିବା ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେ ସମୟରେ ବଡ ଭାଇ ରଘୁ ମାର୍ଥା(୯୦) ଖାଉଥିବା […]

Continue Reading