ଅଗ୍ନିଶମ ବାହିନୀ ସହଯୋଗରେ ସହର ବିଶୁଦ୍ଧିକରଣ ପ୍ରକ୍ରିୟା

ଅଗ୍ନିଶମ ବାହିନୀ ସହଯୋଗରେ ସହର ବିଶୁଦ୍ଧିକରଣ ପ୍ରକ୍ରିୟା

#ସହର_ବିଶୁଦ୍ଧିକରଣ_ପ୍ରକ୍ରିୟା      ବ୍ରହ୍ମପୁର  : ଲକ୍ ଡାଉନ୍‌ ପାଳନ କରି ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର,ପ୍ରଶାସନ ଓ ପୋଲିସ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।  ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ବ୍ରହ୍ମପୁର ବିଇଏମସି କମିଶନର ଚକ୍ରବର୍ତ୍ତି ସିଂ ରାଠୋଡ଼ଙ୍କ ନେତୃତ୍ୱରେ ସହରର ଜନଗହଳିପୂର୍ଣ୍ଣ ସ୍ଥାନ ଯଥା ପରିବା ବଜାର,ଗ୍ରୋସେରୀ ବଜାର ଇତ୍ୟାଦି ବ୍ୟବସାୟୀକ ସ୍ଥଳ, ରାସ୍ତାଘାଟ, ଚିକିତ୍ସାଳୟ ଓ ଅତ୍ୟାବଶ୍ୟକୀୟ ସ୍ଥଳକୁ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ବ୍ୟବହାର କରାଯାଇ […]

Continue Reading