ସହରାଞ୍ଚଳରେ ଗରିବଙ୍କ ପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ସହରାଞ୍ଚଳରେ ଗରିବଙ୍କ ପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

#ସହରାଞ୍ଚଳରେ_ଗରିବଙ୍କ_ପାଇଁ_ଶହେ_କୋଟି_ଟଙ୍କା_ମଞ୍ଜୁର_କଲେ_ମୁଖ୍ୟମନ୍ତ୍ରୀ              ଭୁବନେଶ୍ୱର  : କରୋନା ମୁକାବିଲା ପାଇଁ ରାଜ୍ୟର ୧୧୪ଟି ପୌରାଂଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହେ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି । ଏଥିରେ ଶ୍ରମଭିତିକ କାମ ଉପରେ ଗୁରୁତ୍ୱ ଦିଆ ଯାଇଛି । ଏହା ଦ୍ୱାରା ସହରାଂଚଳର ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ । ଚଳିତ ଏପ୍ରିଲ ମାସରୁ ଆରମ୍ଭ ହୋଇ ଆଗାମୀ […]

Continue Reading