ସର୍ବଭାରତୀୟ ସୁନ୍ନି ଇଜତେମା ଉଦଯାପିତ

ସର୍ବଭାରତୀୟ ସୁନ୍ନି ଇଜତେମା ଉଦଯାପିତ : ଯୋଗଦେଲେ ୫୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

 #ସର୍ବଭାରତୀୟ_ସୁନ୍ନି_ଇଜତେମା_ଉଦଯାପିତ    ଯାଜପୁର : (ବିଶ୍ବଜିତ ରଣା) ଯାଜପୁର ସହରର ବାଳାଶ୍ରମ ପଡିଆ ଠାରେ ଅଲ୍ ଇଣ୍ଡିଆ ତବଲିଗ୍-ଇ-ସିରତ୍ ପକ୍ଷରୁ ସୁନ୍ନି ଇଜତେମା ଉଦଯାପିତ  ହୋଇଯାଇଛି । ଏହି ସୁନ୍ନି ଇଜତେମାରେ ସାରା ରାଜ୍ୟରୁ ୫୦ହଜାରରୁ ଉର୍ଦ୍ଧ୍ୱ  ଇସଲାମିକ୍ ସୁନ୍ନି ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ପ୍ରଥମେ କୋରାନ୍ ପାଠ କରାଯାଇ ଏହି ଇଜତେମାକୁ ଆରମ୍ଭ କରାଯାଇଥିଲା । ଏଥିରେ କୋରାନ୍ ପାଠ କରାଯାଇ ମହମ୍ମଦଙ୍କ ବାଣୀ ଅନୁସାରେ ସମଗ୍ର ମାନବଜାତିର ମାଲିକ ଜଣେ ସେ ହେଉଛନ୍ତି “ଆଲ୍ଲା” । […]

Continue Reading