ସମୟ ଗଡ଼ିଲା, ଅଣ୍ଡାଦାନ କଲେନି ଅଲିଭ୍‌ ରିଡ୍‌ଲେ

ସମୟ ଗଡ଼ିଲା, ଅଣ୍ଡାଦାନ କଲେନି ଅଲିଭ୍‌ ରିଡ୍‌ଲେ

#ସମୟ_ଗଡ଼ିଲା,_ଅଣ୍ଡାଦାନ_କଲେନି_ଅଲିଭ୍‌_ରିଡ୍‌ଲେ    ପୁରୀ : ଅଲିଭ୍‌ ରିଡ୍‌ଲେ କଇଁଛ ପ୍ରକୃତିର ଏକ ବିରଳ ସୃଷ୍ଟି। ହୃଦୟ ଆକାରର ଏହି କଇଁଛ ପୁରୀ ବେଳାଭୂମିରେ ଦେଖାଦେବା ନିଶ୍ଚିତ ଭାବେ ଏକ ବିରଳ ସଂଯୋଗ। କିନ୍ତୁ ଏମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି। ପରିଣାମ ସ୍ବରୂପ ଯେଉଁ ସମୟରେ ଏମାନେ ପୁରୀ ବେଳାଭୂମିରେ ଆସି ଅଣ୍ଡାଦାନ କରିବା କଥା ସେ ସମୟରେ ଏମାନଙ୍କ ମୃତଦେହ ଆସି କୂଳରେ ଲାଗୁଛି। ଏ ଭିତରେ ଅଣ୍ଡାଦାନ ସମୟ ବି ଗଡ଼ିବାକୁ ବସିଲାଣି। କିନ୍ତୁ ଯେଉଁ ସଂଖ୍ୟାରେ […]

Continue Reading