ଅନୁପ ସାଏଙ୍କ ମାମଲାର ତଦନ୍ତ କରି ଗିରଫ କରିଥିବା ସମସ୍ତ ପୁଲିସଙ୍କୁ ମିଳିବ୨୦ ହଜାର ଟଙ୍କା ଲେଖାଁଏ ପୁରସ୍କାର

#ସମସ୍ତ_ପୁଲିସଙ୍କୁ_ମିଳିବ_୨୦_ହଜାର_ଟଙ୍କା_ଲେଖାଁଏ_ପୁରସ୍କାର   ବିଳାସପୁର : ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କୁ କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଥିଲା ଛତିଶଗଡର ରାୟଗଡ଼ ପୁଲିସ। ଅନୁପ ସାଏଙ୍କୁ ଗିରଫ କରିବା ପୂର୍ବରୁ ପ୍ରମାଣପତ୍ର ହାସଲ କରିବା ପାଇଁ ପୁଲିସ ଟିମ୍‌ ଦିନରାତି ଯୋଜନା କରିବାକୁ ପଡିଥିଲା। ଆଉ ଗିରଫ ପରେ ଏବେ ପୁଲିସ ଟିମ୍‌କୁ ଏହାର ଫଳ ମିଳିବ। ଏହି ମାମଲାରେ ତଦନ୍ତ କରୁଥିବା ପୁଲିସ ଅଧିକାରୀମାନେ ୨୦ […]

Continue Reading