ସଫେଇ କଲାବେଳେ ମାସ୍କ ପିନ୍ଧୁ ନାହାନ୍ତି ପୈାର କର୍ମଚାରୀ
#ସଫେଇ_କଲାବେଳେ_ମାସ୍କ_ପିନ୍ଧୁ_ନାହାନ୍ତି_ପୈାର_କର୍ମଚାରୀ କେନ୍ଦ୍ରାପଡା : ପୈାରସଂସ୍ଥା ପକ୍ଷରୁ କର୍ମଚାରୀଙ୍କୁ ମାସ୍କ ବଣ୍ଟନ କରାଯାଇ ଥିଲେ ମଧ୍ୟ କେତେକ କର୍ମଚାରୀ ଏହାକୁ ମୁହଁରେ ନ ଲଗାଇ ସଫେଇ କାମ କରୁଥିବା ଦେଖିବାକୁ ମିଳିଛି । ସଂକ୍ରମଣ କୁ ପ୍ରତିରୋଧ କରିବା ଓ ଶ୍ୱାସକ୍ରିୟା କୁ ଜୀବାଣୁ ମୁକ୍ତ କରିବା ପାଇଁ ବର୍ତମାନ ପରିସ୍ଥିତିରେ ମାସ୍କ ପିନ୍ଧିବା କୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ ଅଳିଆ, ଆବର୍ଜନା ଉଠାଉଥିବା କେତେକ ସଫେଇ କର୍ମଚାରୀ ମାନେ ବିନା ମାସ୍କରେ କିପରି […]
Continue Reading