ସଫେଇ କଲାବେଳେ ମାସ୍କ ପିନ୍ଧୁ ନାହାନ୍ତି ପୈାର କର୍ମଚାରୀ

ସଫେଇ କଲାବେଳେ ମାସ୍କ ପିନ୍ଧୁ ନାହାନ୍ତି ପୈାର କର୍ମଚାରୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ସଫେଇ_କଲାବେଳେ_ମାସ୍କ_ପିନ୍ଧୁ_ନାହାନ୍ତି_ପୈାର_କର୍ମଚାରୀ    କେନ୍ଦ୍ରାପଡା   :   ପୈାରସଂସ୍ଥା ପକ୍ଷରୁ କର୍ମଚାରୀଙ୍କୁ ମାସ୍କ ବଣ୍ଟନ  କରାଯାଇ ଥିଲେ ମଧ୍ୟ କେତେକ କର୍ମଚାରୀ ଏହାକୁ ମୁହଁରେ ନ ଲଗାଇ ସଫେଇ କାମ କରୁଥିବା ଦେଖିବାକୁ ମିଳିଛି । ସଂକ୍ରମଣ କୁ ପ୍ରତିରୋଧ କରିବା ଓ ଶ୍ୱାସକ୍ରିୟା କୁ ଜୀବାଣୁ ମୁକ୍ତ କରିବା ପାଇଁ ବର୍ତମାନ ପରିସ୍ଥିତିରେ ମାସ୍କ ପିନ୍ଧିବା କୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ ଅଳିଆ, ଆବର୍ଜନା ଉଠାଉଥିବା କେତେକ ସଫେଇ କର୍ମଚାରୀ ମାନେ ବିନା ମାସ୍କରେ କିପରି କର୍ମ ନିଯୁକ୍ତ ହୋଇଛନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।