ଫିନାଇଲ ପିଇ ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଫିନାଇଲ ପିଇ ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

#ସଙ୍ଗରୋଧ_କେନ୍ଦ୍ରରେ_ଯୁବକଙ୍କ_ଆତ୍ମହତ୍ୟା_ଉଦ୍ୟମ             ରାୟଗଡା:  (ଗୁରୁ ପ୍ରସାଦ ସାହୁ) ରାୟଗଡାର ଜିସିଡି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଗଞ୍ଜାମର ଜଗା ପାତ୍ର ବାଥରୁମରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଜଗାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ତେବେ ଯୁବକ ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାହା ଜଣାପଡିନାହିଁ । ସୂଚନା ଯୋଗ୍ୟଯେ, ଏହା ପୂର୍ବରୁ ଏପ୍ରିଲ ୮ ତାରିଖରେ ମଧ୍ୟ ସୁନ୍ଦରଗଡ଼ର ଗୁରୁଣ୍ଡିଆ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଥିବା […]

Continue Reading