ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଦୋକାନ ଖୋଲାହେବ

ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଦୋକାନ ଖୋଲାହେବ

#ସକାଳ_୭ରୁ_ସନ୍ଧ୍ୟା_୭_ପର୍ଯ୍ୟନ୍ତ_ଦୋକାନ_ଖୋଲାହେବ    ଯାଜପୁର  :  ( ବିଶ୍ବଜିତ ରଣା ) ଲକ୍ଡ଼ାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀକ୍ରୟ କରିବାକୁ ବିଭିନ୍ନ ସମୟରେ ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ତେବେ ସେହି ସମୟସୀମା ମଧ୍ୟରେ ଲୋକାମାନେ ସାମଗ୍ରୀ ସଂଗ୍ରହରେ ସମସ୍ୟା ହେଉଥିବାର ସରକାର ଅନୁଭବ କରି ସୁବିଧା ପାଇଁ ଦୋକାନ ଖୋଲିବାର ସମୟ ସକାଳ ୭ଘଟିକାରୁ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ଖୋଲାରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ରଂଜନ କୁମାର […]

Continue Reading