ସଂକଟରେ ପ୍ରସିଦ୍ଧ ପିପିଲି ଚାନ୍ଦୁଆ

ସଂକଟରେ ପ୍ରସିଦ୍ଧ ପିପିଲି ଚାନ୍ଦୁଆ

#ସଂକଟରେ_ପ୍ରସିଦ୍ଧ_ପିପିଲି_ଚାନ୍ଦୁଆ       ପିପିଲି : ( ବିଜୟ କୁମାର ମହାପାତ୍ର ) ବିଶ୍ୱ ମହାମାରୀ କରୋନା ଏବେ କାୟା ବିସ୍ତାର କରିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଜନଜୀବନ ସୁରକ୍ଷା ପାଇଁ ଲକ ଡାଉନ ଘୋଷଣା କରିଛନ୍ତି । ଏହି ଲକ ଡାଉନ ରେ ପ୍ରଭାବିତ ହୋଇଛି  ପ୍ରସିଦ୍ଧ ପିପିଲି ଚାନ୍ଦୁଆ । ସାରା ବିଶ୍ୱରେ ଏହି ସଂକ୍ରମଣ ବେଳକୁ ବେଳ କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାଧାରଣ ମଣିଷର ଜୀବନ ଜୀବିକା ପ୍ରଭାବିତ […]

Continue Reading